Download Now Banner

This browser does not support the video element.

ଛତ୍ରପୁର: ହଂସପୁର ଗ୍ରାମ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର ସାଙ୍ଗଠାନିକ ବୈଠକ ଓ ବ୍ଳକ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Chhatrapur, Ganjam | Aug 26, 2025
ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ପଟଲାମପୁର ପଞ୍ଚାୟତ ହଂସପୁର ଗ୍ରାମ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠାନିକ ବୈଠକ ଓ ବ୍ଳକ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ମଂଗଳବାର ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ପ୍ରଦେଶ କଂଗ୍ରେସ କମିଟି ଗଞ୍ଜାମ ଜିଲ୍ଲାର ପ୍ରଭାରୀ ତୁଲେଶ୍ୱର୍ ନାୟକ ଙ୍କ ତତ୍ବାବଧାନରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କନଭେନର ତ୍ରିନାଥ ବେହେରା ସଭାପତିତ୍ବ କରିଥିଲେ।
Read More News
T & CPrivacy PolicyContact Us