This browser does not support the video element.
ସୋନପୁର: ସହରର କଞ୍ଜଛକ ପାଖରୁ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ
Sonapur, Subarnapur (Sonepur) | Aug 30, 2025
ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ କୁ ଆଜି ପୁଣି ଏକ ସଫଳତା ମିଳିଛି।ସହରର କଞ୍ଜଛକ ପାଖରୁ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ।ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମିଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ମୋବାଇଲ ୟୁନିଟ ର ଇନିସ୍ପେଟର ହରପ୍ରସାଦ ରଣା ଙ୍କ ନେତୃତ୍ୱରେ ଏକ ଟିମ କୋଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ଛପି ବସିଥିଲେ।ବୋୖଦ୍ଧ ପଟରୁ ଏକ ଦୃତଗାମି ଆଟିକା ଗାଡ଼ି ଉକ୍ତ ରାସ୍ତା ଦେଇ ପଳାୟନ କରୁଥିବା ବେଳେ ପଟାଭାଡି ଛକ ପାଖରେ ଉକ୍ତ ଗାଡିକୁ ଅଟକାଇବାରେ ସକ୍ଷମ ହୋଇଥିଲେ ଅବକାରୀ ଷ୍ଟାପ୍।ଗାଡିକୁ ଯାଞ୍ଚ