Install App
amani117
This browser does not support the video element.
ଢେଙ୍କାନାଳ ସଦର: ଜିଲ୍ଲାରେ ଖଣି ଖାଦାନରେ ଶ୍ରମିକ ମୃତ୍ୟୁକୁ ନେଇ ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କ୍ଷୋଭ ପ୍ରକାଶ
Dhenkanal Sadar, Dhenkanal | Sep 9, 2025
ଢେଙ୍କାନାଳ ଜିଲ୍ଲାରେ ବହୁ ଖଣି ରହିଛି। ସେଥି ମଧ୍ୟରୁ ପ୍ରାୟ ବେ ନୀୟମ ଭାବେ ଚାଲୁଛି । ବିଭିନ୍ନ ସମୟରେ ଏହି ଖଣିରେ ବ୍ଲାଷ୍ଟିଂ ବେଳେ ଶ୍ରମିକମାନଙ୍କର ମୃତ୍ୟୁ ହେଉଛି।ଜିଲ୍ଲାରେ ଖଣି ଖାଦାନରେ ଶ୍ରମିକ ମୃତ୍ୟୁକୁ ନେଇ ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ଦିନ ୨ଟାରେ କ୍ଷୋଭ ପ୍ରକାଶ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!