This browser does not support the video element.
ଫୁଲବାଣୀ ସହର: ବାଲିଗୁଡା ଠାରେ ସ୍ୱୟତଶାସନ ଦିବସ ପାଳନ, ନୁତନ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ
Phulabani Town, Kandhamal | Aug 31, 2025
ବାଲିଗୁଡା NAC ନୁତନ କ୍ୟାଲଣ ମଣ୍ଡପ ଶୁଭ ଉଦଘାଟନ ସହ ସ୍ୱୟତଶାସନ ଦିବସ ପାଳନ ହଇଯାଇଛି, ଏହି କାଯ୍ୟକ୍ରମ ଟି ରବିବାର ସକାଳ 7ଘଣ୍ଟିକା ରେ ଆରମ୍ଭ ହଇ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା ପ୍ରଥମେ ସହର ମଧ୍ୟରେ ଥିବା ସମସ୍ତ ମହାପୁରୁଷ ମୁର୍ତୀ ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା, ପରେ କାଯ୍ୟାଳୟ ପରିସରରେ ଚେୟାରମ୍ୟାନ ଗବିନ୍ଦ ପ୍ରଧାନ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା, ପରେ ପରେ ନିଳଗିରି ଫାର୍ମ ଠାରେ ପାଶ୍ୱରେ ନିର୍ମାଣ ହଇଥିବା କଲ୍ୟାଣ ମଣ୍ଡପ ଟି ମୁଖ୍ୟମନ୍ତ୍ରୀ ଙ୍କଦ୍ୱାର ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ ହଇଯାଇଛି, ପରେ ପରେ ସେଫେଇ କର୍ମଚାରୀ ଙ୍