Download Now Banner

This browser does not support the video element.

କେଗାଁଓ: ମହେନ୍ଦ୍ରପୁରଠାରେ ଜଳ ବିଭାଜିକା ହିତାଧିକାରୀ ତାଲିମ ଶିବିର ଅନୁଷ୍ଠିତ

Kegaon, Kalahandi | Sep 12, 2025
ଆଜି 12ତାରିଖ ଶୁକ୍ରବାର ସକାଳ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ମହେନ୍ଦ୍ରପୁର ଗ୍ରାମଠାରେ ଜଳ ବିଭାଜିକା ତରଫରୁ ହିତାଧିକାରୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ସରପଞ୍ଚ ନୌକେଶ୍ୱର ପଟେଲ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଲୋଚନ ସାହୁ, ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ଜଳ ବିଭାଜିକା ତରଫରୁ ବୃଷ୍ଟିପୃଷ୍ଟ ଅଞ୍ଚଳ ଉନ୍ନୟନ ଆରଏଡି ଯୋଜନା ଜରିଆରେ ମହେନ୍ଦ୍ରପୁର ଗ୍ରାମର ବିକାଶ ପାଇଁ ଆଲୋଚନା ହୋଇଥିଲା
Read More News
T & CPrivacy PolicyContact Us