This browser does not support the video element.
ଗୋବିନ୍ଦପୁର: ରଘୁନାଥପାଲି ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Govindpur, Sambalpur | Sep 1, 2025
ବାମରା ବ୍ଲକ କୁଟାରିମାଲ ପଞ୍ଚାୟତ ଅନ୍ତର୍ଗତ ରଘୁନାଥପାଲି ଗ୍ରାମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସମାରୋହ ରେ ଅନୁଷ୍ଠିତ ହୋଇଛି। ସୋମବାର ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ କହ୍ନେଇ ନାଏକ, ସୁଗ୍ରସେନ୍ ବଞ୍ଚୁର, ପୂଜା ନାଏକ, ମାଳତୀ ସାହୁ, ଟଙ୍କଧର ନାଏକ, ପରେଶ୍ ବଞ୍ଚୁର୍, ସୁରତ ନାଏକ, ସୁକରୁ କୂଜୁର, ଡୁଲାମଣି ନାଏକ ଓ ଦୂଲ୍ଲଭ ନାଏକ ଙ୍କ ସମେତ ଗ୍ରାମ ର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଭାଇଚାରା ର ପର୍ବ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ନେଇ ମତ ବ୍ୟକ୍ତ କରିଥିଲେ। ଏହି ଅବସର ରେ ବିଭିନ୍ନ ଖେଳକୁଦ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।