Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ଚିନ୍ତଲନାର ଜଙ୍ଗଲରେ କୁମିଂ ଅପରେସନ ଚାଲିଥିବା ବେଳେ ଜବାନଙ୍କ ହାତରେ ଧରା ପଡିଲେ ୫ ମାଓବାଦୀ

Malkangiri, Malkangiri | Sep 4, 2025
ମାଲକାନଗିରି ଛତିଶଗଡ ସିମାନ୍ତ ଚିନ୍ତଲନାର ଜଙ୍ଗଲରେ କୁମିଂ ଅପରେସନ ଚାଲିଥିବା ବେଳେ ଜବାନଙ୍କ ହାତରେ ଧରା ପଡିଲେ ୫ ମାଓବାଦୀ । ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ବିସ୍ଫୋରକ ସାମଗ୍ରୀ ନେଇ ଜଙ୍ଗଲ ଭିତରେ ଲୁଚି ରହିଥିବା ବେଳେ ଜବାନଙ୍କ ହାତରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।
Read More News
T & CPrivacy PolicyContact Us