This browser does not support the video element.
ଉମରକୋଟ: ଉମରକୋଟ ସୀମାନ୍ତ ଛତିଶଗଡ଼ ବିଜାପୁରରେ ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି।
Umarkote, Nabarangpur | Oct 3, 2025
ଉମରକୋଟ ସୀମାନ୍ତ ଛତିଶଗଡ଼ ବିଜାପୁରରେ ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏକା ଥରେ ଏତେ ନକ୍ସଲ ଆତ୍ମସମର୍ପଣ କରିବା ବିରଳ ଘଟଣା। ଏହି ମାୱାଦୀଙ୍କ ନାଁରେ ଥିଲା ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ବିଭିନ୍ନ ପଦବୀରେ ସକ୍ରିୟ ଥିବା ମାଓବାଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM, ଚାରି ଜଣ PPCM, ଚାରି ଜଣ ACM, ପାଞ୍ଚ ଜଣ କ୍ଷେତ୍ର କମିଟି ସଦସ୍ୟ, ପାଞ୍ଚ ଜଣ ମିଲିସିଆ କମାଣ୍ଡର/ଡେପୁଟି କମାଣ୍ଡର, ଚାରି ଜଣ ସଭାପତି, ୨୨ ଜଣ ସଦସ୍ୟ ଏବଂ ୨୩ ଜଣ ମିଲିସିଆ ପ୍ଲାଟୁନ୍ ସଦସ୍ୟ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍