Download Now Banner

This browser does not support the video element.

କୁଚିଣ୍ଡା: ଘୋଡ଼ାବାନ୍ଧୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଙ୍କୁ ମାଡ ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ୱିତ

Kochinda, Sambalpur | Sep 1, 2025
ଜାମନକିରା ବ୍ଲକ ଘୋଡ଼ାବାନ୍ଧୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଛାତ୍ର ଙ୍କୁ ମାଡ ଅଭିଯୋଗ ରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଥିବା ଜଣାପଡିଛି। ଚତୁର୍ଥ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମୀର ବାରିକ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତ ଛାତ୍ର ଙ୍କ ପରିବାର ଲୋକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିବା ବେଳେ ସୋମବାର ଦିନ ଜମନକିରା ବିଇଓ ଙ୍କ ଦ୍ଵାରା ପ୍ରଧାନ ଶିକ୍ଷକ ସମୀର ବାରିକ ଙ୍କୁ ନିଲମ୍ୱିତ କରାଯାଇଛି।
Read More News
T & CPrivacy PolicyContact Us