This browser does not support the video element.
ରେଢାଖୋଲ: ହାତୀବାରି ଗ୍ରାମରେ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ
Rairakhol, Sambalpur | Oct 7, 2025
ହାତୀବାରି ଗ୍ରାମରେ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ହାତୀବାରୀ ଅଞ୍ଚଳରେ ଅଦିନିଆ ବର୍ଷା କାରଣରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଲଘୁଚାପ ଜନିତ ଅଦିନିଆ ବର୍ଷା ହୋଇଥିଲା । ବର୍ଷା କାରଣରୁ ଧାନ କ୍ଷେତରେ ପାଣି ଜମି ରହିଥିଲା । ତେଣୁ ପାକଳ ହୋଇଥିବା ଧାନ ସବୁ ପାଣି ଭିତରେ ରହି ନଷ୍ଟ ହୋଇଯାଇଛି । ତେଣୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଅଞ୍ଚଳର ଚାଷୀମାନେ ମଙ୍ଗଳବାର ସକାଳେ ସରକାରଙ୍କ ଠାରେ ଦାବି କରିଛନ୍ତି ।