This browser does not support the video element.
ପାଲଲହଡା: ପଟୁମୁରା ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ସ୍ଥାନୀୟ ବିଧାୟକ
Palalahada, Angul | Nov 14, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ପଟୁମୁରା ଗ୍ରାମକୁ ସ୍ଥାନୀୟ ବିଧାୟକ ଗୁରୁବାର ଅପରାହ୍ନ ୪:୧୫ ସମୟରେ ଯାଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ସ୍ଥାନୀୟ ପାଲଲହଡ଼ା ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ପଟୁମୁରା ଗ୍ରାମକୁ ଯାଇ, ଗ୍ରାମର ବିଭିନ୍ନ ସମସ୍ୟା ଯଥା ରାସ୍ତା ଘାଟ ପାନୀୟ ଜଳ ଶିକ୍ଷା ବ୍ୟବସ୍ଥା ଭତା ଆଦି ସମସ୍ୟା ବିଷୟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି। ସମସ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ