This browser does not support the video element.
ଜି ଉଦୟଗିରି: ବ୍ଲକ ପ୍ରେକ୍ଷାଳୟରେ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୫ ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି
G Udayagiri, Kandhamal | Sep 3, 2025
ବ୍ଲକ ପ୍ରେକ୍ଷାଳୟରେ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୫ ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ସମସ୍ତ ଉପସ୍ଥିତ ଜନପ୍ରତିନିଧି ଓ ଅଧିକାରୀ ଙ୍କୁ ସ୍ଵାଗତ କରିଥିଲେ । କାର୍ଯ୍ୟକ୍ରମକୁ ଜିପିଓ ସୁଧୀର ପ୍ରଧାନ ପରିଚାଳନା କରିବା ସହ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ପୂର୍ବ ଆର୍ଥିକ ବର୍ଷର ଅସମୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବା ଓ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଶୀଘ୍ର କରାଯିବ ସେଥିପାଇଁ ବୈଠକରେ ଆଲୋଚନ