Install App
santoshbaral67
This browser does not support the video element.
ସତ୍ୟବାଦୀ: ଅଠାଇଶ ଗ୍ରାମରେ ରାସ୍ତା ଅବରୋଧକୁ ନେଇ ଜେସିବି ଅପରେଟରକୁ ଆକ୍ରମଣ ଓ ମେସିନ୍ ଭଙ୍ଗା ରୁଜା ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Satyabadi, Puri | Aug 21, 2025
ଗତକାଲି ମଧ୍ୟାହ୍ନ ୧୨ଟା ୪୦ରେ ସତ୍ୟବାଦୀ ଥାନା ଅଠାଇଶ ଗ୍ରାମରେ ରାସ୍ତା ଅବରୋଧ ହଟାଉ ଥିବା ଜେସିବି ଅପରେଟରକୁ ଆକ୍ରମଣ କରି ମେସିନ ଭଙ୍ଗା ରୁଜା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ପୂର୍ବାହ୍ନ ୧୧ଟାରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସେହି ଗ୍ରାମର ନବ କିଶୋର ଭୋଇ ବୋଲି ପୋଲିସ ସୂଚନା ଦେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!