Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହାତୀବାରି ପରିସରରେ ସ୍ପୋକେନ୍ ଇଂଲିଶ କୋର୍ସ ଉଦ୍ଘାଟିତ।

Biramitrapur, Sundargarh | Oct 10, 2025
ନୂଆଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହାତୀବାରି ପରିସରରେ ସ୍ପୋକେନ୍ ଇଂଲିଶ କୋର୍ସ ଉଦ୍ଘାଟିତ ହୋଇଯାଇଛି।ଏହାକୁ ବିଦ୍ୟାଳୟର ପ୍ରିନ୍ସିପାଲ ମମତା ବେହେରା ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଛନ୍ତି।ଏହାକୁ ମୋନାଲିସା ବାରିକ ପରିଚାଳନା କରିଥିବାବେଳେ ସରିତା ଟୋପୋ,ଅଜିତ ପ୍ରଧାନ,ପୁରୁଷୋତ୍ତମ ପଣ୍ଡା,ପ୍ରଦୀପ ତିର୍କି ପ୍ରମୁଖ ସହଯୋଗ କରିଥିଲେ।
Read More News
T & CPrivacy PolicyContact Us