Download Now Banner

This browser does not support the video element.

ବୀରମହାରାଜପୁର: ବାଗବର ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Biramaharajpur, Subarnapur (Sonepur) | Sep 8, 2025
ବିରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା ପର୍ଯ୍ୟନ୍ତ ପଂଚାୟତ ସ୍ତରୀୟ ଅଭିଯୋହ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ବିଡ଼ିଓ ପୁରୁଷୋତମ ଧରୁଆ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୂନଥିଲେ l ଶିବିରରେ ସର୍ବମୋଟ 10ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ 8ଟି ବ୍ୟକ୍ତିଗତ ଏବଂ ଦୁଇଟି ସାମୁହିକ ଅଭିଯୋଗ ହୋଇଥିଲା l ଶିବିରକୁ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us