This browser does not support the video element.
ହିନ୍ଦୋଳ: ଖରଚୁଲି ନାଳ ନିକଟରେ ଟ୍ରାକ୍ଟର ଧକ୍କାର ବାଇକ ଆରୋହୀ ଗୁରୁତର
Hindol, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗଣ୍ଡାନାଳୀ ଖରଚୁଲି ଗ୍ରାମ ନାଳ ନିକଟରେ ଏକ ଟ୍ରାକ୍ଟର ଧକ୍କାର ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତିା ସୂଚନା ମୁତାବକ କଳାଙ୍ଗ ଅଞ୍ଚଳର ଦୁଷ୍ମନ୍ତ ବେହେରା ବାଇକରେ ଯାଉଥିବା ବେଳେ ଏକ ଟ୍ରାକ୍ଟର ଆସି ଦୁର୍ଘଟଣା ଘଟାଇବାରୁ ଦୁଷ୍ମନ୍ତଙ୍କ ବାଇକ ଭାଙ୍ଗିଯିବା ସହିତ ସେ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।