This browser does not support the video element.
ସୋନପୁର: ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ଆଗରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା
Sonapur, Subarnapur (Sonepur) | Oct 1, 2025
ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆନୁକୁଲ୍ୟ ରେ ମା ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ଆଗରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା ଓ ଜିଲ୍ଲା ସ୍ତରୀୟ ପାରମ୍ପରିକ ବାଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଦେବୋତ୍ତର କମିଟି ଓ ମା ଙ୍କ ଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆଠ ଗୋଟି ଦଳ ଭାଗ ନେଇଥିବା ବେଳେ ଗଣ୍ଡା ବଜା ର ତିନୋଟି ଦଳ କୁ ଓ ବାଡି ଖେଳ ର ତିନୋଟି ଦଳ କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l ଆଜି ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ତଥା କଲିକତା ହାଇକୋର୍ଟ ର