Download Now Banner

This browser does not support the video element.

ବଲାଙ୍ଗୀର: ଭୂତିଆର ବାହାଲ ଛକ ନିକଟରେ ଦୁର୍ଘଟଣା କ୍ଷୀର ବୋଝେଇ ଗାଡି ଧକ୍କାରେ ଜଣେ ମୃତ

Balangir, Balangir | Sep 12, 2025
ଭୂତିଆର ବାହାଲ ଛକରେ ଦୁର୍ଘଟଣା କ୍ଷୀର ବୋଝେଇ ଗାଡି ଧକ୍କାରେ ଜଣେ ମୃତ ବଲାଙ୍ଗୀର ଜିଲ୍ଲାର ଭୂତିଆ ବାହାଲ ଛକ ନିକଟରେ ଦୁଃଖଦ ଦୁର୍ଘଟଣା ଘଟିଛି। କ୍ଷୀର ବୋଝେଇ ଗାଡିର ଧକ୍କାରେ ବଳଭଦ୍ର ତାଣ୍ଡି ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟମାନେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ମୃତ ଘୋଷଣା କରିଛନ୍ତି। ପରେ ମୃତଦେହକୁ ବ୍ୟବଛେଦ ପାଇଁ ଆଜି ରାତି ୧୦ଟା ସମୟ ରେ ଭୀମ ଭୋଇ ମେଡିକାଲ କୁ ପଠାଇ ଥିବା ଜଣା ପଡିଛି ଏହି ଘଟଣା କୁ ନେଇ ପ୍ରତିକ୍ରିୟା ରଖିଚସନ୍ତି ମୃତକ ଙ୍କ ଜଣେ ସମ୍ପର୍କୀୟ
Read More News
T & CPrivacy PolicyContact Us