Install App
jagatsinghpur224
This browser does not support the video element.
ଜଗତସିଂହପୁର: ଏସଭିଏମ କଲେଜରେ ଜଗତସିଂହପୁର ପୋଲିସର ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଏସପି ଅଙ୍କିତ କୁମାର ବର୍ମା
Jagatsinghapur, Jagatsinghpur | Sep 11, 2025
କଲେଜ ପରିସରକୁ ସୁରକ୍ଷିତ ରଖିବା ଲକ୍ଷନେଇ ଜଗତସିଂହପୁର ପୋଲିସର ଏସଭିଏମ କଲେଜରେ ସଚେତନତା କାର୍ଯ୍ୟକ୍ରମ । ଏହି ଅବସରରେ କଲେଜର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏକ କିଉଆର କୋର୍ଡ ଜଗତସିଂହପୁର ପୋଲିସ ଦ୍ୱାରା ପ୍ରଚଳନ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ମଧ୍ୟାହ୍ନ ୧୨ ଟାରେ ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା
Share
Read More News
T & C
Privacy Policy
Contact Us
Your browser does not support JavaScript!