This browser does not support the video element.
ଛତ୍ରପୁର: ଉମୁରି ଧର୍ମଶରଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Chhatrapur, Ganjam | Aug 25, 2025
ଗଞ୍ଜାମ ପଞ୍ଚାୟତ ସମିତି ଅଧୀନସ୍ଥ "ଉମୁରିଧର୍ମଶରଣପୁର" ଗ୍ରାମ ପଞ୍ଚାୟତ ଠାରେ "ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ" ଅନୁଷ୍ଠିତ ହୋଇଯାଇଛି I ସୋମବାର ପୂର୍ବାହ୍ନରେ ଉକ୍ତ ଶୁଣାଣି ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ବିଭାଗ ର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣ ଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ।