Download Now Banner

This browser does not support the video element.

ଝାରପୋଖରିଆ: ସୁବର୍ଣ୍ଣରେଖା କେନାଲରେ ପୋଡି ତିନି ଜଣ ଶିଶୁ ଙ୍କ ସଲୀଳ ସମାଧି

Jharpokharia, Mayurbhanj | Oct 20, 2024
ଏଭଳି ଏକ ଘଟଣା ଘଟିଛି ଝାରପୋଖରିଆ ଥାନା ଅଧୀନ ସାରସକଣା ଗ୍ରାମରେ । ମୁଣ୍ଢାକୋଟା ଗ୍ରାମର ସନ୍ତୋଷ ସାହୁଙ୍କ ପୁଅ ଶ୍ରୀ ୟାନସୁ ସାହୁ, ଗଣେଶ୍ୱର ସାହୁଙ୍କ ପୁଅ ମଦନ ମୋହନ ସାହୁ,ସୁମନ୍ତ ସାହୁଙ୍କ ପୁଅ ଯୋଶବନ୍ତ ସାଇସୁନ୍ଦର ସାହୁ କ୍ରିକେଟ ବୋଲ ହେଲା କାଳ , କ୍ରିକେଟ ଖେଳୁଥିବା ସମୟରେ କେନାଲ ପାଣିରେ ପଡି ଯାଇଥିଲା ବଲଟି ତେବେ ସେହି ବୋଲ ଆଣିବାକୁ ଯାଇ ସୁବର୍ଣ୍ଣରେଖା କେନାଲର ଗଭୀର ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି ତିନି ନାଵାଳଙ୍କ । ଆଜି 9 ଟା ରେ ପୁରୀ ସ୍ୱର୍ଗଦ୍ଵାର ରେ ଅନ୍ତିମ ସତ୍କାର ।
Read More News
T & CPrivacy PolicyContact Us