Download Now Banner

This browser does not support the video element.

ଭଞ୍ଜନଗର: ଜାମପଲି ଗାଁରୁ ପୋଲିସ ଦ୍ବାରା ତିନି ଗିରଫ ଓ ବ୍ରାଉନ ସୁଗାର ଜବତ, ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି

Bhanjanagar, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜାମପଲି ଗାଁରୁ ପୋଲିସ ପ୍ରଶାସନ ତିନିଜଣ ଯୁବକକୁ ଗିରଫ କରିଥିବା ବେଳେ 31 ଗ୍ରାମ ବ୍ରାଉନ ସୁଗାର କୁ ଜବତ କରିଛି । ତେବେ ଏହି ଘଟଣାରେ ଗଞ୍ଜାମ ପୋଲିସ ବିଭାଗ ର ଅତିରିକ୍ତ Sp ଆଜି ଦିନ 3 ଘଣ୍ଟ ସମୟରେ କଣ ମତାମତ ପ୍ରଦାନ କରିଛନ୍ତି ସୁଣନ୍ତୁ ।
Read More News
T & CPrivacy PolicyContact Us