Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ବାଲିଘାଟ ରାସ୍ତାରେ ଖାଲଢିପ ସ୍ଥାନୀୟ ବାସୀଙ୍କୁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ, ଅସନ୍ତୋଷ ପ୍ରକାଶ କଲେ ଲୋକେ l #

Puri M, Puri | Oct 5, 2025
ବର୍ଷା ହେଲେ ବାଲିଘାଟ ଲୋକଙ୍କ ପାଇଁ ନାନାଦି ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବର୍ଷା ଯୋଗୁଁ କେତେବେଳେ ରାସ୍ତାରେ ଲୋକଙ୍କ ଦୁର୍ଘଟଣା ହେଉଛି l ଆଉ କେତେବେଳେ ଯିବା ଆସିବା କରିବାକୁ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
Read More News
T & CPrivacy PolicyContact Us