Download Now Banner

This browser does not support the video element.

ନର୍ଲା: ଊଫେର ଗ୍ରାମର ରଘୁନାଥ ପାରାଭୋଇ ଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା ଆଜି ଥାନାରେ ଅଭିଯୋଗ

Narala, Kalahandi | Sep 12, 2025
ନର୍ଲା ଥାନା ଅନ୍ତର୍ଗତ ଊଫେର ଗ୍ରାମର ରଘୁନାଥ ପରାଭୋଇ ଙ୍କ ମୋବାଇଲ୍ ଫୋନ୍ ଗତ ବୁଧବାର ଦିନ ଡେଙ୍ଗ ସର୍ଗି ଗ୍ରାମ ଠାରେ ହଜି ଯାଇଥିଲା ଓ ସୁଇଚ ଅଫ ଦେଖାଇ ଥିଲା ଏ ନେଇ ଆଜି ଶୁକ୍ରବାର ଦିନ ପୂର୍ବାହ୍ନ ଏଗାର ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ରଘୁନାଥ
Read More News
T & CPrivacy PolicyContact Us