Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ବ୍ଲକର ବିକାଶ ମୂଳକ ନିର୍ମାଣ RD ରାସ୍ତା କାର୍ଯ୍ୟର ପରିଦର୍ଶନ କଲେ ସ୍ଥାନୀୟ ବିଧାୟିକା

Baripada M, Mayurbhanj | Sep 2, 2025
ମଙ୍ଗଳବାର ଦିନ ପ୍ରାୟ ୫ଟାରେ ମୟୂରଭଞ୍ଜ ଜିଲ୍ଲାର ଅନ୍ତର୍ଗତ ବାଙ୍ଗିରିପୋଷି ବ୍ଲକର କୋଟି କୋଟି ଟଙ୍କାର ବିନିମୟରେ ବିକାଶ ମୂଳକ ନିର୍ମାଣ RD ରାସ୍ତା କାର୍ଯ୍ୟର ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ପରିଦର୍ଶନ କଲେ ସ୍ଥାନୀୟ ବିଧାୟିକା ସଞ୍ଜଳି ମୁର୍ମୁ।
Read More News
T & CPrivacy PolicyContact Us