Download Now Banner

This browser does not support the video element.

ବରଗଡ: ବିନା ନୋଟିସରେ ଲେଙ୍ଗୁ ମିଶ୍ର ଛକରେ ପ୍ରଶାସନର ଜବରଦଖଲ ଉଛେଦକୁ ବିରୋଧ କରୁଥିବା କଂଗ୍ରେସ ନେତା ନିପନ ଦାସକୁ ଗିରଫ କଲା ବରଗଡ଼ ପୋଲିସ l

Bargarh, Bargarh (Baragarh) | Sep 7, 2025
ବରିଷ୍ଠ କଂଗ୍ରେସ ନେତା ନିପନ କୁମାର ଦାସ ଗିରଫ | ରବିବାର ଦିବା 10.30 ଘଣ୍ଟା ସମୟରେ ବରଗଡ଼ ସହରରେ ଜବର ଦଖଲ ଉଚ୍ଛେଦକୁ ବିରୋଧ କରିବାରୁ କଂଗ୍ରେସ ନେତା ନିପନ କୁମାର ଦାସଙ୍କୁ ପୋଲିସ ଲେଙ୍ଗୁମିଶ୍ର ଛକରୁ ଗିରଫ କରିଛି | ଜବର ଦଖଲକାରିଙ୍କୁ ସମୟ ଦେବା ସହ ନିୟମରେ ଉଚ୍ଛେଦ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ନିପନ ଦାସ | କାହା ଇଙ୍ଗିତରେ ଅଫିସର ମାନେ ଏହା କରୁଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି | ତେବେ ପୋଲିସ ପ୍ରଶାସନ କଂଗ୍ରେସ ନେତା ନିପନ ଦାସଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲା ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା |
Read More News
T & CPrivacy PolicyContact Us