This browser does not support the video element.
ପଦ୍ମପୁର: ପାଚକ ପାଚିକା ମହାସଂଘ ପକ୍ଷରୁ ପାଇକମାଲ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ
Padmapur, Bargarh (Baragarh) | Sep 2, 2025
ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପାଇକମାଳ ବ୍ଲକ ପକ୍ଷରୁ ଆଜି 10ଟା 30 ମିନିଟ ସମୟରେ ୭ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଦିଆଯାଇଛି ଦାବୀପତ୍ର।ମଧ୍ୟାହ୍ନ ଭୋଜନ ଆରମ୍ଭ ଦିନଠାରୁ ନିରବିଛନ୍ନ ସେବା କରୁଥିବାରୁ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ପ୍ରଦାନ,ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫ ଶହ ଟଙ୍କା ଦିଆଯିବା,ବକେୟା ଥିବା ପାଚିକା ମାନଙ୍କ ଦରମା ଦେବା,ପାଚକ ପାଚିକା ମାନଙ୍କ ନିୟତ୍ରଣ ସରକାର ହାତକୁ ନେବା, ମାସର ପ୍ରଥମ