Download Now Banner

This browser does not support the video element.

ରେମୁଣା: ଚାନ୍ଦିପୁର ଆଇଟିଆରରୁ ଇଣ୍ଡିଜେନସ ଟେକ୍ନୋଲୋଜି କ୍ରୁଇସ ମିଶାଇଲର ସଫଳ ପରୀକ୍ଷଣ ହୋଇଥିବା ସୂଚନା

Remuna, Balasore | Apr 18, 2024
ବାଲେଶ୍ଵର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଆଇଟିଆରରୁ ଗୁରୁବାର ପୂର୍ବାହ୍ନରେ ଇଣ୍ଡିଜେନସ ଟେକ୍ନୋଲୋଜି କ୍ରୁଇସ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିଶାଇଲର ପରୀକ୍ଷଣ ସମୟରେ ଆଇଟିଆରର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଏହି ମିଶାଇଲ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ମିଶାଇଲର ସଫଳ ପରୀକ୍ଷଣ ପରେ ଏଥିରେ ଜଡିତ ସମସ୍ତ ବୈଜ୍ଞାନିକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୃତଜ୍ଞତା ଜ୍ଞାପନ କରିଛନ୍ତି।
Read More News
T & CPrivacy PolicyContact Us