Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଣୀ ଚିକିତ୍ସକଙ୍କ କଳାବ୍ୟାଚ ପରିଧାନ କରି ପ୍ରତିବାଦ
Baripada M, Mayurbhanj | Sep 4, 2025
ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଦାବି କରି ଓଡ଼ିଶା ପ୍ରାଣି ଚିକିତ୍ସା ସେବା ସଂଘର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ୪୨ଗୋଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଣୀ ଚିକିତ୍ସକ ପ୍ରତିବାଦ କରିଛନ୍ତି। ଏନେଇ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ପ୍ରାୟ ୧ଟାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରି ଦାବି ଉପସ୍ଥାପନ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!