Download Now Banner

This browser does not support the video element.

ଖଲ୍ଲିକୋଟ୍: ବାଉଁଶିଆପଲ୍ଲି ଗ୍ରାମରେ ଅଭାବନୀୟ ଘଟଣା; ବିଷାକ୍ତ ଚିତି ସାପ କାମୁଡ଼ାରେ ଆଇ ମୃତ ନାବାଳିକା ନାତୁଣୀ ଗୁରୁତର

Khalikote, Ganjam | Sep 9, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ବାଉଁଶିଆପଲ୍ଲି ଗ୍ରାମରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ବିଷାକ୍ତ ଚିତି ସାପ କାମୁଡ଼ାରେ ଆଇ ଓ ନାବାଳିକା ନାତୁଣୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଆଇ ରଜନୀ ଦାସ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେପଟେ ନାବାଳିକା ନାତୁଣୀ ମେଡ଼ିକାଲ ରେ ଚିକିତ୍ସାଧୀନ ଥିବା ଜଣା ପଡ଼ିଛି । ଏହି ଦୁଃଖଦ ଖବର ଗାଁରେ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Read More News
T & CPrivacy PolicyContact Us