Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁରରେ ଦୁଇ ଜଣ ଚୋର ସହ ସୁନା ବ୍ୟବସାୟୀ ଚୋରି ଅଭିଯୋଗରେ ଗିରଫ, ୪ ଫେରାର୍

Lakshmipur, Koraput | Aug 21, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ବଦଳି କୁଡୁମା ଗାଁ ନିକଟସ୍ଥ, ୩୩ କେଭି ବିଦ୍ୟୁତ୍ ସବଷ୍ଟେନ ପାଖେ ରହୁଥିବା ଦୁଇ ପରିବାର ର ସୁନା ଅଳଙ୍କାର ଏବଂ ମୋବାଇଲ୍ ଫୋନ୍ ଗତ ୨୨ ଜୁଲାଇ ରାତିରେ ଚୋରି ହୋଇ ଥିଲା। ଏଥିରେ କ୍ଷତି ଗ୍ରସ୍ତ ହୋଇ ଥିବା , ବିଜେଡି ନେତା ଆଶିଷ କୁମାର ଚେଟୀ ଏବଂ ସାମ୍ବାଦିକ ହାବିଲ ଡଙ୍ଗ୍ରି, ଥାନା ରେ ଲିଖିତ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ତଦନ୍ତ ଆରମ୍ଭ କରି ଥିଲେ। ଏବଂ ଦିର୍ଘ ୨୮ ଦିନ ପରେ ବିଶେଷ ସୂତ୍ରରୁ ଦୁଇ ଜଣ ଚୋର ଏବଂ ଚୋରି ହୋଇ ଥିବା ସୁନା ଅଳଙ୍କାର କିଣି ଥିବା ବ୍ୟବସାୟୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି।
Read More News
T & CPrivacy PolicyContact Us