This browser does not support the video element.
ରେଢାଖୋଲ: ଭୀମଭୋଇ ଛକ ନିକଟରେ ଟ୍ରଲର ଧକ୍କାରେ ଡ୍ରେନକୁ ଖସିଲା ଜଳଖିଆ ଠେଲା
Rairakhol, Sambalpur | Sep 11, 2025
ଭୀମଭୋଇ ଛକ ନିକଟରେ ଟ୍ରଲର ଧକ୍କାରେ ଡ୍ରେନକୁ ଖସିଲା ଠେଲା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ ଛକ ନିକଟରେ ଗୁରୁବାର ସକାଳେ ଏକ ଟ୍ରଲର ଧକ୍କାରେ ଜଣେ ଜଳଖିଆ ବିକାଲିଙ୍କ ଠେଲା ଡ୍ରେନରେ ପଡିଛି । ସୂଚନାଯୋଗ୍ୟ ଯେ ଠେଲାର ମାଲିକ ବିଜୟ ସାହୁ ଆଜି ସକାଳୁ ବରା , ଆଳୁଚପ ସିଙ୍ଗଡ଼ା ସହ ଅନ୍ୟ ଖାଦ୍ୟ ସାମଗ୍ରୀ ଠେଲା ରେ ଧରି ବିକ୍ରି କରିବା ପାଇଁ ଭୀମଭୋଇ ଛକ କୁ ଆସୁଥିଲେ ହେଲେ ଛକ ନିକଟ ବଉଦ ରାସ୍ତାରେ ପଛ ପଟରୁ ଏକ ଟ୍ରଲର ଆସି ଠେଲାକୁ ପଛ ପଟରୁ ଧକ୍କା ଦେଇଥିଲା l