This browser does not support the video element.
କାକଟପୁର: କାକଟପୁର ମା ମଙ୍ଗଳା ମନ୍ଦିର ପରିଦର୍ଶନ କରି ସମସ୍ୟା ସମ୍ପର୍କ ରେ ବୁଝିଲେ
Kakatpur, Puri | Aug 27, 2025
ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ମା ମଙ୍ଗଳା ମନ୍ଦିର ପରିଦର୍ଶନ :-ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କାକଟପୁର /ଅସ୍ତରଙ୍ଗ :-୨୭/୦୮:-ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିଦର୍ଶନ କରିବା ସହ ମା" ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଖବର ମୁତାବକ ପବିତ୍ର ଗଣେଶ ପୂଜା ଅବସରରେ ବୁଧବାର ପୂର୍ବାହ୍ନ ସମୟରେ କାକଟପୁର ଜଗନ୍ନାଥପୁର ଅଞ୍ଚଳର ବୋହୁ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ମନ୍ଦିର ପରିଦର୍ଶନ କରି ମା ଙ୍କ "କୃପା ଲାଭ କରିବ