This browser does not support the video element.
ଧର୍ମଶାଳା: ଜେନାପୁର ପାଖ ନଦୀ ପଠାରୁ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ
Dharmasala, Jajpur | Sep 11, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜେନାପୁର ପାଖ ନଦୀ ପଠାରୁ ଟ୍ରାକ୍ଟର ଯୋଗେ ଚୋରା ବାଲି ବୋଝେଇ କରି ଚୋରା ଚାଲାଣ ହେଉଥିବା ଖବର ପାଇ ମାଇନିଂ ଅଫିସ ଅତର୍କିତ ଚଢ଼ାଉ କରି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ମାମଲା ରୁଜ୍ଜୁ କରିଥିବା ଦେଖିବାକୁ ମିଳିଛି ।