Download Now Banner

This browser does not support the video element.

ଗୋବିନ୍ଦପୁର: ରଘୁନାଥପାଲି ର ଜଣକ ଘରୁ ବିଶାଳକାୟ ନାଗ ସାପ ଉଦ୍ଧାର

Govindpur, Sambalpur | Sep 3, 2025
ବାମରା ବ୍ଲକ କୁଟାରିମାଲ ପଞ୍ଚାୟତ ଅନ୍ତର୍ଗତ ରଘୁନାଥପାଲି ଗ୍ରାମ ର ବିନୋଦ ବଞ୍ଚୁର ର ଘରେ ବୁଧବାର ରାତିରେ ଏକ ନାଗ ସାପ ପଶି ଯାଇଥିବା ବେଳେ ଏହାକୁ ନେଇ ସେ ସାପ ଧରାଳି କୁ ଖବର ଦେଇଥିଲେ। ସାପ ଧରାଳି ବିନୋଦ ବାବା କୁ ସୂଚନା ଦେଇଥିଲେ। ବିନୋଦ ଉକ୍ତ ନାଗ ସାପ କୁ ସୁରକ୍ଷିତ ଉଦ୍ଧାର କରି ଜଣକ ରେ ଛାଡିଥିଲେ।
Read More News
T & CPrivacy PolicyContact Us