Install App
abmahapatra2006
This browser does not support the video element.
ନୂଆପଡା: ଚୁହୁରି ନିକଟରେ ସାଇକଲ ଆରୋହୀ କୁ ଧକାଦେଲା ବାଇକ୍ ସାଇକଲ ଆରୋହୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Nuapada, Nuapada | Aug 31, 2025
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଚୁହୁରୀ ନିକଟରେ ଜଣେ ସାଇକଲ ଆରୋହୀ କୁ ଏକ ବାଇକ୍ ଧକା ଦେଇ ଥିଲା।ଫଳରେ ସାଇକଲ ଆରୋହୀ ରସ୍ତାଉପରକୁ ଛିଟିକି ପଡ଼ିଥିଲେ ଓ ଗୁରୁତର ଆହତ ହୋଇଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!