This browser does not support the video element.
ସୋନପୁର: ସଦର ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ
Sonapur, Subarnapur (Sonepur) | Sep 6, 2025
ସୁବର୍ଣ୍ଣପୁର ଜିଲ୍ଲା ସଦର ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ରେ ଆଜି ଅନ୍ତିମ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହୋଇଥିବା ପ୍ରକଳ୍ପ ଗୁଡିକର ନଥିପତ୍ର ଯାଞ୍ଚ ସହ ଖର୍ଚ୍ଚ ହୋଇଥିବା ଅନୁଦାନ, ସୃଷ୍ଟି ହୋଇଥିବା ଶ୍ରମ ଦିବସ ବିଷୟରେ ଆଲୋଚନା କରାଯାଇଥିଲା ଏଥିରେ ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର କୁ ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ,ଏ ଏଚ ଓ ଲୁସି ପ୍ରିୟଦର୍ଶନୀ