This browser does not support the video element.
ବାରକୋଟ: ସଇଡା ଗାଁ ରେ ଆଜି ଅଷ୍ଟମ ଯମୁନା ମେମୋରିଆଲ ଆଥଲେଟିକ ମିଟ ୨୦୨୪ ଉଦଘାଟିତ
Barkot, Debagarh (Deogarh) | Jan 15, 2024
ସଇଡା ଗାଁ ରେ ଅଷ୍ଟମ ଯମୁନା ମେମୋରିଆଲ ଆଥଲେଟିକ ମିଟ ୨୦୨୪ ଉଦଘାଟିତ ହୋଇଯାଛି । ବାରକୋଟ ବ୍ଲକ ଅନ୍ତର୍ଗତ ସଇଡା ଗାଁ ର ଖେଳ ପଡିଆ ରେ ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅଷ୍ଟମ ଯମୁନା ମେମୋରିଆଲ ଆଥଲେଟିକ ମିଟ ୨୦୨୪ ଉଦଘାଟିତ ହୋଇଥିଲା ।ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଖେଳ ଶିକ୍ଷକ ଇନ୍ଦ୍ରମଣି ସାହୁ, ସୁଶାନ୍ତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ସଇଡା ପଞ୍ଚାୟତ ର ସରପଞ୍ଚ ବିଦ୍ୟାଧର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଯୋଗେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।