Download Now Banner

This browser does not support the video element.

ବସ୍ତା: ମଥାନି ଦତ୍ତପୁର ଛକ ନିକଟରେ କାର ପଛକୁ ଧକ୍ମା ଦେଲା ବାଇକ ଆରୋହୀ ଗୁରୁତର

Basta, Balasore | Sep 12, 2025
ବସ୍ତା ଥାନା 60ନମ୍ବର ଜାତୀୟ ରାଜପଥର ମଥାନି ଦତ୍ତପୁର ଛକ ନିକଟରେ କାରର ପଛକୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ରୂପସା ଥାନା ବାରାପାଳ ଗ୍ରାମର ପ୍ରଦୀପ କୁମାର ଦାସ(୩୫) ଶୁକ୍ରବାର ପୂର୍ବାହ୍ଣରେ ବାଇକ ଯୋଗେ ମଥାନୀରୁ ରୁପସା ଫେରୁଥିବା ସମୟରେ ସାମନାରେ ଯାଉଥିବା ଏକ କାରଟିଏ ହଠାତ ବ୍ରେକ ମାରିବାରୁ ବାଇକଟି ସିଧା କାରର ପଛକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକର ସମ୍ମୁଖ ଭାଗ ଚୁରମାର୍ ହୋଇଥିବା ବେଳେ ରାସ୍ତାରୁ ଦୂରକୁ ଛିଟିକି ପଡ଼ି ପ୍ରଦୀପ ଗୁରୁତର ଆହତ ହୋଇଥିଲେ। ଜାତୀୟ ରାଜପଥ ପହରା ପୁଲିସ ପହ
Read More News
T & CPrivacy PolicyContact Us