This browser does not support the video element.
ଧର୍ମଶାଳା: ଜାରକା ଛକ ପାଖ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ କାର ଚାଳକ ଆହତ
Dharmasala, Jajpur | Sep 5, 2025
ଯାଜପୁର ଜିଲ୍ଲା ଜାରକା ଛକ ପାଖ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ କାର ଚାଳକ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଜାରକା ଛକ ପାଖ ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ କାର ଦୁର୍ଘଟଣା ଗ୍ରସ୍ତ କାର ଚାଳକ ଆହତ ହୋଇଥିବା ଗୁରୁବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।