Download Now Banner

This browser does not support the video element.

ବାଲିକୁଦା: ଚଅଂରପୁର ଗ୍ରାମରେ ଯୁବକ କୁ ଆକ୍ରମଣ ଥାନାରେ ଏତଲା

Balikuda, Jagatsinghpur | Apr 12, 2024
ଗତକାଲି ସନ୍ଦ୍ୟା ସମୟରେ ଚଅଂରପୁର ଗ୍ରାମର ନେତ୍ରାନନ୍ଦ ସାମଲ କିଛି ସଉଦା କିଣିବାକୁ ଗାଁ ମୁଣ୍ଡ ଦୋକାନ କୁ ଯାଇଥିଲେ l ସେହିଠାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ହଠାତ ନେତ୍ରାନନ୍ଦ କୁ ଆକ୍ରମଣ କରିଥିଲା l ଆଉ ନେତ୍ରାନନ୍ଦ କାଲି ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ l ଆଜି ଦିନ 10ଟା ବେଳେ ପୋଲିସ ଅଭିଯୁକ୍ତ କୁ ଥାନା କୁ ଆଣି ତଦନ୍ତ ଆରମ୍ଭ କରିଛି l
Read More News
T & CPrivacy PolicyContact Us