Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡ ପେଟ୍ରୋଲ ପମ୍ପ ନିକଟରେ ବାଇକକୁ ଧକ୍କା ଦେଲା ବାଇକ, ଦୁଇ ବାଇକ ଆରୋହୀ ଗୁରୁତର

Dharamgarh, Kalahandi | Aug 23, 2025
ଧର୍ମଗଡ ଥାନା ଧର୍ମଗଡ ପେଟ୍ରୋଲ ପମ୍ପ ନିକଟରେ ଶନିବାର ଅପରାହ୍ନ ୪ ଟା ରେ ବାଇକ କୁ ବାଇକ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ବାଇକ ଆରୋହୀ ମାନେ ହେଲେ ଯାଜପୁର ର ଦଶରଥ ମିଶ୍ର ଏବଂ ଧର୍ମଗଡ ର ଧରିତ୍ରୀ ହେର୍ଣ୍ଣା ବୋଲି ସୂଚନା ମିଳିଛି। ଓଡି ୦୮ ୱାଇ ୩୮୦୩ ନମ୍ବର ବିଶିଷ୍ଟ ବାଇକ ଯୋଗେ ଦଶରଥ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଆସି ସାମ୍ନା ବାଇକ କୁ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ।
Read More News
T & CPrivacy PolicyContact Us