Install App
santoshbaral67
This browser does not support the video element.
ପିପିଲି: ବାହାବଳ ପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ପଥର ଗଦା କରି ବାଟ ବନ୍ଦ କଲେ ଗ୍ରାମବାସୀ, ପୋଲିସର ତଦନ୍ତ ଜାରି
Pipili, Puri | Aug 21, 2025
ଆଜି ସକାଳ ୭ଟାରେ ପିପିଲି ବ୍ଲକ୍ ଅନ୍ତର୍ଗତ ବାହାବଳ ପୁର ଗ୍ରାମର ଧରମା ମୁଦୁଲିଙ୍କ ଘର ଆଗରେ ପଥର ଗଦା କରି ଗ୍ରାମବାସୀ ମାନେ ପରିବାରକୁ ବାଟ ବନ୍ଦ କହିଛନ୍ତି। ଏନେଇ ଧରମାଙ୍କ ପତ୍ନି ଝୁମି ବିଶୋଇଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!