Download Now Banner

This browser does not support the video element.

ଫୁଲବାଣୀ ସହର: ଜଙ୍ଗଲୀ ହାତୀ କନ୍ଧମାଳ ଜିଲ୍ଲାରୁ ଘୁମୁସର ବନାଞ୍ଚଳ ରମ୍ଭା ଅଞ୍ଚଳ କୁ ଯାଇଥିବାର ଫୁଲବାଣୀ ଡ଼ି ଏଫ ଓ କହିଛନ୍ତି

Phulabani Town, Kandhamal | Aug 25, 2025
ଜଙ୍ଗଲୀ ହାତୀ କନ୍ଧମାଳ ଜିଲ୍ଲାରୁ ଘୁମୁସର ବନାଞ୍ଚଳ ରମ୍ଭା ଅଞ୍ଚଳ କୁ ଯାଇଥିବାର ଫୁଲବାଣୀ ଡ଼ି ଏଫ ଓ କହିଛନ୍ତି. ବହୁ ଦିନ ଧରି ଦନ୍ତା ହାତୀ ଉପଦ୍ରଵ କରି ବ୍ୟାପକ ଫସଲ, ଘର, ଗଛ ନଷ୍ଟ କରିଥିବାର ଜଣା ପଡ଼ିଅଛି. ହାତୀ ଆକ୍ରମଣ ରେ ତିନି ଜଣ ଙ୍କ ମୃତ୍ୟୁ ବରଣ କରିଥିବାରୁ ଅଭିଯୋଗ ହୋଇଥିଲା. ହାତୀ କୁ ସ୍ଥାନନ୍ତର କରିବା ପାଇଁ ରାଲୀ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା.
Read More News
T & CPrivacy PolicyContact Us