This browser does not support the video element.
ତାଳଚେର ସଦର: କଳମଛୁଇଁ ହିଙ୍ଗୁଳା ମହାବିଦ୍ୟାଳୟରେ ନୂତନ ଗୃହ ଶୁଭାରମ୍ଭ କଲେ ବିଧାୟକ
Talcher Sadar, Angul | Sep 2, 2025
ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମ ପଞ୍ଚାୟତ ଠାରେ ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ହିଙ୍ଗୁଳା ଡ଼ିଗ୍ରୀ ମହାବିଦ୍ୟାଳୟର ନୂତନ କମ୍ପ୍ୟୁଟର ଲ୍ୟାବ ପୁସ୍ତକାଗାର ଓ ରେଡକ୍ରସ କକ୍ଷର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ,ସମ୍ମାନୀତ ଅତିଥି ଭାବେ ତାଳଚେର ବ୍ଲକ ଉପାଧ୍ୟକ୍ଷା ଆଞ୍ଚଲ ପ୍ରଧାନ ଓ କଳମଛୁଇଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଅନିଲ କୁମାର ପ୍ରଧାନ ଯୋଗଦେଇଥିଲେ ।