Download Now Banner

This browser does not support the video element.

ବଲାଙ୍ଗୀର: ଲୋଇସିଂହା NAC ମାନ୍ୟତା ପାଇବାକୁ ନେଇ ସାଗର ପଡା ଠାରେ ବିଜେପି ନେତା ଗୋପାଲଜି ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

Balangir, Balangir | Sep 2, 2025
ଲୋଇସିଂହା କୁ NAC ମାନ୍ୟତା ମିଳିବାକୁ ନେଇ ବିଜେପି ନେତା ଗୋପାଲଜି ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସାଗରପଡା କାର୍ଯ୍ୟାଳୟରେ ସେ କହିଛନ୍ତି, ଏହା ଲୋଇସିଂହା ଅଞ୍ଚଳର ଲୋକଙ୍କ ପାଇଁ ଏକ ଐତିହାସିକ ଘଟଣା । NAC ମାନ୍ୟତା ମିଳିବା ପରେ ଅଞ୍ଚଳରେ ବିକାଶର ନୂଆ ଦ୍ୱାର ଖୋଲିବ, ସାଧାରଣ ଲୋକଙ୍କ ସୁବିଧା, ପାଇପାଣି, ପଥ, ଆଲୋକ, ପରିସ୍କାରତା ସହିତ ସମସ୍ତ ପ୍ରକାର ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ
Read More News
T & CPrivacy PolicyContact Us