This browser does not support the video element.
ଢେଙ୍କାନାଳ ସଦର: ମିନା ବଜାରରେ ରାସ୍ତା ଉପରେ ମହିଳାଙ୍କୁ ଆକ୍ରମଣ, ଟାଉନ ଥାନାରେ ପ୍ରତିକ୍ରିୟା
Dhenkanal Sadar, Dhenkanal | Aug 23, 2025
ଢେଙ୍କାନାଳ ଟାଉନ ଥାନା ମିନା ବଜାରରେ ଜଣେ ମହିଳାଙ୍କୁ ରାସ୍ତା ମଝିରେ ଦୋକାନ ଘରକୁ ନେଇ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଗତକାଲି ଘଟଣାଟି ଘଟିଥିବାବେଳେ ମହିଳା ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିଛନ୍ତି l ଶନିବାର ମଧ୍ୟାହ୍ନ ୧ଟାରେ ଟାଉନ ଥାନାଠାରେ ମହିଳା ଜଣଙ୍କ ପ୍ରତିକ୍ରିୟା ଯାହା କୁହନ୍ତି ।