Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ଜିଲ୍ଲା ଟାଙ୍ଗୀ ଥାନା ବିରୂପା ନଦୀ ବନ୍ଧ ରାସ୍ତା କଡକୁ ସୋମବାର ଓଲଟିଲା ହାଇୱା , ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ

Cuttack M Corp PS, Cuttack | Sep 8, 2025
କଟକ ଜିଲ୍ଲା ଟାଙ୍ଗୀ ଥାନା ବିରୂପା ନଦୀ ବନ୍ଧ ରାସ୍ତା କଡ କୁ ସୋମବାର ଦିନ ୧୨ଟାରେ ଓଲଟିଲା ହାଇୱା । ଯାହା ଫଳରେ ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟି। ଏହି ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର। ପୋଲିସ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି
Read More News
T & CPrivacy PolicyContact Us