Download Now Banner

This browser does not support the video element.

ନୂଆପଡା: ସିନାପାଲି ସହର। ରୁ ମାନସିକ ଅନଗ୍ରସର ମହିଳା ଉଦ୍ଧାର

Nuapada, Nuapada | Aug 25, 2025
ଆଜି ଦିନ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଜଣେ ମାନସିକ ଅନଗ୍ରସର ମହିଳା ବୁଲୁଥିବାର ଦେଖି ସିନାପାଲି ବିଡିଓ ଓ ସିଡି ପିଓ ଙ୍କ ସହାୟତାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବାନିତା ଦାସ ଙ୍କ ତତ୍ତ୍ୱାବଧାନରେ ସାକ୍ଷୀ କେନ୍ଦ୍ରରେ ରଖି ତତ୍ ଚିକିତ୍ସା କରାଯାଇଛି।
Read More News
T & CPrivacy PolicyContact Us