This browser does not support the video element.
ମାଲକାନଗିରି: ଏମଭି ୭ କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ଗୌଡ଼ଗୁଡ଼ା ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
Malkangiri, Malkangiri | Aug 28, 2025
ଆଜି ମାଲକାନଗିରି ଜିଲ୍ଲା ଏମଭି ୭ କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ଗୌଡ଼ଗୁଡ଼ା ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବତୀ, ପୂର୍ବତନ ମଣ୍ଡଳ ସଭାପତି ନିରଞ୍ଜନ ହାଲଦାର ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସଭାପତି ଗୌଡ଼ଗୁଡ଼ା ମଣ୍ଡଳର ନୂତନ ମଣ୍ଡଳ ସଭାପତି ଜୟଦେବ ମଣ୍ଡଳଙ୍କ ନାମ ଘୋଷଣା କରିଥିବା ବେଳେ ମଣ୍ଡଳ ସ୍ତରୀୟ ସମସ୍ତ ପଦପଦବୀ ଘୋଷଣା କରାଯାଇଥିଲା।ଏହି ଅବସରରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।